ମୋ ବେଧୁଆ ସାଙ୍ଗ ମାନେ କେମିତି ଅଛ? ମୁଁ ରୀନା ଆଜି ଗୋଟେ ନୂଆ ଓଡ଼ିଆ ସେକ୍ସ ଷ୍ଟୋରୀ ନେଇ ଆସିଛି, ପଢି ସାରିକି ଜଣେଇବ କେମିତି ଲାଗିଲା. ତଳେ କମେନ୍ଟ ବକ୍ସ ରେ କମେନ୍ଟ ଦବ ଆଉ ଆମ Telegram ଚାଁନେଲ କୁ Subscribe କରିବା ଏମିତି ନୂଆ ଓଡ଼ିଆ ସେକ୍ସ କାହାଣୀ ( Odia sex kahani ) ପଢିବା ପାଇଁ.
ମେଡିକାଲ୍ କଲେଜରେ ପଢ଼ିବା ପାଇଁ ଆଶା ରଖି ଏଣ୍ଟ୍ରାନ୍ସ୍ ପରିକ୍ଷା ଦେଇଥିଲି. ହେଲେ ମିଳିଲାନି. ବାଧ୍ୟ ହୋଇ ଡେଣ୍ଟାଲ୍ ସିଟରେ ଜଏନ୍ କରିବାକୁ ପଡ଼ିଲା. ବାପା କହିଲେ ଯାହା ବି ହେଉ, ଡାକ୍ତର ତ ହେଲୁ. ଧିରେ ଧିରେ ପାଠପଢ଼ାରେ ମନ ଲାଗିଗଲା. ଅସୁବିଧା ହେଉଥିଲା, ଆଗରୁ ଘରେ ରହି ପଢୁଥିଲି. ଏବେ ମୋତେ ଭୁବନେଶ୍ବରରେ ହଷ୍ଟେଲରେ ରହି ପଢ଼ିବାକୁ ପଡ଼ୁଥିଲା. କଲେଜ ଜଏନ୍ କରିବା ମାସେ ହେଇଗଲାଣି.
ହଷ୍ଟେଲରେ ଆମକୁ ଡରି ଡରି ରହିବାକୁ ପଡୁଥିଲା. ନୁଆ ପିଲା ଆମେ ସବୁ, କାଳେ କେହି ସିନିୟର୍ ଧରିଦେଲେ ରେଗିଂ କରିଦେବେ. ଆମକୁ ଡବଲ୍ ରୁମ୍ ମିଳିଥିଲା. ସକାଳ ସାତରୁ କଲେଜ୍ ଚାଲେ ଅପରାହ୍ନ ସାଢ଼େ ଦୁଇ ପର୍ଯ୍ୟନ୍ତ. ତାପରେ ରୁମକୁ ଫେରି ଆମେ ପଢୁଥିଲୁ. ପ୍ରାୟ ସମସ୍ତେ ଲାଇବ୍ରେରୀ ଯାଉଥିଲେ. ଆମେ ସବୁ ନୁଆ ବୋଲି ଆମକୁ ଯିବାକୁ ମନା ଥିଲା. ମନା ତ ନଥିଲା, କିନ୍ତୁ କାଳେ କିଏ ଧରି ପକେଇବ ଆଉ ରେଗିଂ କରିଦେବ ସେଇ ଭୟରେ ଆମେ ଯାଉନଥିଲୁ.
ବ୍ଲାକମେଲ କରି ସୌରଭ ଗାଣ୍ଡି ମାରିଲି 🍆
ମୋ ରୁମରେ ଦୁଇଟା ବେଡ଼ ଥିଲା ଆଉ ଜଣେ ଇନମେଟ୍ ରହିବା ବ୍ୟବସ୍ଥା ଥିଲା କିନ୍ତୁ କେହି ଅସିନଥିଲେ ବୋଲି ମୁଁ ଏକା ରହୁଥିଲି. ପ୍ରାୟ ମାସେ ପରେ ମୋ ରୁମମେଟ୍ ଆସିଲା. ତା ନାଁ, ମୋନାଲି. ସେ ସମ୍ବଲପୁରରୁ ଆସିଥିଲା. ଆମେ ଦୁଇଜଣ ଖୁବ୍ କମ ସମୟରେ ଭଲ ସାଙ୍ଗ ହୋଇଗଲୁ. ଦିନେ ସନ୍ଧ୍ୟାରେ ହଷ୍ଟେଲ୍ କେଣ୍ଟିନ୍ ପାଖରେ ସବୁ ଜୁନିୟର୍ ଙ୍କୁ ଛିଡ଼ା କରେଇ ରେଗିଂ କରାଗଲା. ମୋନାଲି ଭାରି ଡେରିଂ ଝିଅ. ସେ କାହାକୁ ଡରେନି, ମୁଁ କହିଲି, ତୁ ଚୁପ୍ ରହ ଆଉ ଏଞ୍ଜୟ୍ କରେ.
ଦେଖିବା ସେମାନେ କଣ କରୁଛନ୍ତି. ଆର ବର୍ଷ ଆମେ ବି ସେମିତି କରିବା. ମୋନାଲିକୁ ମୋ କଥା ଭଲ ଲାଗିଲା. ରେଗିଂ ସମୟରେ ସିନିୟର୍ ଝିଅମାନେ ଆମ ପୋଷାକ ପିନ୍ଧାକୁ ନେଇ ଅଭିଯୌଗ କରୁଥିଲେ. କହିଲେ, ହାଫ୍ ପେଣ୍ଟ୍ ପିନ୍ଧିବନି. ସବୁବେଳେ ଫୁଲ୍ ଡ୍ରେସରେ ରହିବ. ମୁଣ୍ଡର ବାଳ ଖୋଲା ଛାଡ଼ିବନି ଇତ୍ୟାଦି ଇତ୍ୟାଦି.
ହେଲେ ରୁମକୁ ଆସିବା ପରେ ସାଙ୍ଗେ ସାଙ୍ଗେ ଆମେ ଦୁଇଜଣ ହାଫ୍ ପେଣ୍ଟ ପିନ୍ଧି ଦେଉଥିଲୁ. ଆଉ ମୁଣ୍ଡ ବାଳକୁ ଝାମ୍ପୁରା କରିଦେଇ ବସୁଥିଲୁ. ଏମିତି ଫ୍ରିଡମ୍ କାହିଁ? ସେଇ ସମୟରେ ଦିନେ ହଷ୍ଟେଲରେ ଟିଭି ରୁମରେ ଭାରି ଭିଡ଼ ଦେଖି ଆମେ ସେଆଡ଼େ ଯିବାକୁ ମନ କରିଥିଲୁ, ହେଲେ ଜୁନିୟର୍ ମାନଙ୍କୁ ମନା ବୋଲି ଶୁଣିବାପରେ ମନ ଦୁଃଖ କରି ଚାଲି ଆସୁଥିଲୁ. ଜଣେ ସିନିୟର୍ ଦିଦି ଆମକୁ ଧରି ଦେଇ ପଚାରିଲେ କଣ ହେଲା? ଟିଭିରୁମକୁ ଯିବ? ସେ ଆମକୁ ଧରି ଟିଭିରୁମକୁ ଚାଲିଲେ. ସେଇଠି ଆମେ ଯାହା ଦେଖିଲୁ ଆଶ୍ଚର୍ଯ୍ୟ ହୋଇଗଲୁ. ଟିଭିରେ ବ୍ଲୁ ଫିଲ୍ମ୍ ଚାଲିଥିଲା. ଆଉ ସବୁ ସିନିୟର୍ ମାନେ ସେଇଠି ବସି ଦେଖୁଥିଲେ. ଆମେ ତରତର ହେଇ ଫେରି ଆସିଲୁ.
ରୁମକୁ ଆସିବାପରେ ମୋନାଲି କହିଲା, କେମିତି ଶୀଘ୍ର ଏଇ ଫାଷ୍ଟ୍ ଇୟର୍ ସରିବ. ଆଉ ଆମେ ସିନିୟର୍ ହେବା. ଟିଭି ରୁମ ଯିବାକୁ ମିଳିବ. ମୁଁ କହିଲି, ହେ ଛି, ସେ ସବୁ ଦେଖିବାକୁ ଯିବୁ ନା କଣ? ସେ ହସିଦେଇ କହିଲା, ଓହୋ, ତତେ ଦେଖିବାକୁ ଆଉ ମନ ହେଉଥିବ କି? ମୁଁ କହିଲି, ନା ମୋତେ ସେ ସବୁ ଦେଖିବାର ନାହିଁ.
ମୋବାଲି ମୋ ପାଖରେ ବସି ମୋ ଗାଲକୁ ଆଉଁସି ଦେଇ କହିଲା, ଆଲୋ ଦେଖିଲେ ସିନା ଶିଖିବୁ. ତୋ ସ୍ବାମୀଙ୍କୁ କେମିତି ଖୁସି କରିବୁ ସେ ସବୁ କଳା ଏଇ ସିନେମାରେ ଶିଖିବାକୁ ମିଳିବ. ମୁଁ କହିଲି, ତୁ ବେଶି ଜାଣିଛୁ ଆଉ? ସେ ହସିଦେଇ କହିଲା, କାଇଁ ତୁ କେବେ ଦେଖିନଥିଲୁ କି? ମୁଁ ମୁଣ୍ଡ ହଲେଇ ନାଇଁ ବୋଲି ଜଣେଇବା ପରେ ସେ ଫେଁ କିନା ହସିଦେଇ କହିଲା, ଆବେ ତୁ ଏବେ ଅଠରବର୍ଷର ଗଜା କଷି ଟୋକି ଆଉ ତୁ ଏ ସବୁ ଦେଖିନୁ? ମୁଁ ଏ ସବୁ ସ୍କୁଲରେ ଥିବା ବେଳଥୁ ଦେଖି ଆସୁଛି.
ପୁରୀ ରେ ସାଙ୍ଗ ସହ ଫ୍ଲାଟ ରେ ମଜା – Odia Sex Story
ମୋତେ ଭଲ ଲାଗେ ଏ ସବୁ ଦେଖିବା. ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା. କିନ୍ତୁ ମୁଁ ପିଲାଦିନୁ ଘରେ ରହି ଆସିଛି ତ କୋଉଠି ଏ ସବୁ ଦେଖିଥନ୍ତି? ସେ ଯା ହେଉ, ସେଦିନ ମୋନାଲି କହିଲା ରହ ତତେ ବ୍ଲୁ ଫିଲ୍ମ୍ ଦେଖେଇବି. ସେ ମୋବାଇଲ୍ ଖୋଲି ମୋତେ ବ୍ଲୁ ଫିଲ୍ମ୍ ଦେଖାଇଲା. ଅନିଚ୍ଛା ସତ୍ତ୍ବେ ସେ ମୋ ମୁହଁକୁ ଭିଡ଼ିଧରି ଦେଖାଈ କହିଲା, ଏତେ ଲାଜ କରନା. ଏଠି କେହି ନାହାନ୍ତି, ନେ ଦେଖ. ମୋତେ ବି କେମିତି କେମିତି ଲାଗୁଥିଲା. ସେ ମୋ ହାତରେ ମୋବାଇଲ୍ ଦେଇ ନିଜ ଖଟକୁ ଚାଲିଯାଇ ବହି ଖୋଲି ବସିଯାଇଥିଲା. ମୁଁ ନିରେଖି ଦେଖୁଥିଲି. ପ୍ରଥମ ଥର ଏ ସବୁ ଜିନିଷ ଦେଖୁଥିଲି.
ରାତି ଢେର୍ ହୋଇଗଲାଣି କହି, ତା ମୋବାଇଲ୍ ଫେରାଇ ଦେଇ ଶୋଇବାକୁ ଗଲି. କିଛି ସମୟ ପରେ ମୋନାଲି ମୋ ଖଟକୁ ଆସି ମୋତେ ଜାବୁଡ଼ି ଧରିଲା ଆଉ କହିଲା ଆଜି ତୁ ବ୍ଲୁ ଫିଲ୍ମ୍ ଦେଖିଛୁ ଏକା ଶୋଇଲେ ଭଲ ଲାଗିବନି. ଆ ମୁଁ ତତେ ଭିଡ଼ି ଧରୁଛି ମିଶି ଶୋଇବା. ମୁଁ କହିଲି, ନା ମୁଁ ଠିକ୍ ଅଛି, ତୁ ଯା ତୋ ଶେଯରେ ଶୋଇବୁ. କିନ୍ତୁ ସେ ଶୁଣିଲାନି. ମୋ ପାଖରେ ଶୋଇବ ବୋଲି ଜିଦ୍ କରିଲା.
କିଛି ସମୟ ପରେ ସେ ମୋ ଗାଲକୁ ଆଉଁସି ଦେଇ କହିଲା, ଆହା ମୋ ଗୋରୀ ତୁ କେତେ ସୁନ୍ଦରୀ ଲୋ. ତତେ ଯିଏ ବାହା ହେବ ସେ ଭାରି ଏଞ୍ଜୟ୍ କରିବ. ତାପରେ ହଠାତ୍ ସେ ମୋ ଦୁଧକୁ ଧରି ପକେଇ ଚିପିଦେଇ କହିଲା, ଆଃ ଆମ୍ବ ଭାରି କଅଁଳ ଅଛି. ଖାଇଲେ ମଜା ଲାଗିବ. ଆଉ ମୋ ପେଟ ଉପରେ ହାତ ବୁଲେଇ ଆଣି କହିଲା, ଆଃ ଏଇ ଉପତ୍ୟାକାରେ ଯିଏ ବୁଲିବ ସେ ମସ୍ତିରେ ହଜିଯିବ. ଏମିତି କରୁ କରୁ ସେ ମୋ ପେଣ୍ଟି ଭିତରେ ହାତ ପୁରେଇବାକୁ ଯାଉଥିଲା ମୁଁ ଧରିଦେଲି. କହିଲି କଣ ଏ ସବୁ କରୁଛୁ ତତେ ଲାଜ ଲାଗୁନି? ସେ ପୁଣୀ ହସିଦେଇ କହିଲା, ଏଇ ରାତିରେ ଅନ୍ଧାର ରୁମରେ କାହାକୁ ଲାଜ କରିବି.
ଏମିତି କହି ସେ ପୁଣୀ ମୋ ଦୁଧକୁ ଦଳିବାକୁ ଲାଗିଲା ଆଉ କହିଲା, ଆ ମୋ ରାଣୀ ଆଜି ରାତି ମୁଁ ତତେ ଖୁସି କରିଦେବି. ତାକଥା ଆଉ ହାତଚାଳନା ପରେ ମୋତେ କେମିତି କେମିତି ଲାଗୁଥିଲା. ମୁଁ ବି ବେଶୀ ବାଧା ଦେଉନଥିଲି. ସେ ମୋ ମୁହଁକୁ ଧରି ମୋ ଗାଲକୁ ଚୁମା ଦେଉ ଦେଉ ଓଠରେ ଓଠ ମିଶେଇ ଚୁମା ଦେଲା. ଆଃ ମୋ ଜୀବନର ପ୍ରଥମ ଚୁମା ମୋ ଓଠରେ . ମୁଁ ଖୁସିରେ ପାଟି ମେଲେଇ ଦେଲି ଆଊ ସେ ମୋ ତଳ ଓଠକୁ ଚାପିଦେଇ ମୋ ପାଟିରେ ନିଜ ଜିଭ ପୁରେଇଦେଇ ମୋତେ କିସ୍ କରିବାକୁ ଲାଗିଲା ଆଉ ମୁଁ ବି ତା ସହ ସେମିତି କରିବାକୁ ଲାଗିଲି. କିଛି ସମୟ ଆମେ ପରସ୍ପରକୁ କିସ୍ କରିବାରେ ବ୍ୟସ୍ତ ହୋଇଗଲୁ.
ଏହାପରେ ସେ ମୋ ନାଇଟ୍ ଡ୍ରେସର ବୋତାମ ଖୋଲିଦେଲା ଆଉ ମୋ ଛାତିକୁ ଚାହିଁ କହିଲା, କି ସୁନ୍ଦର ଦୁଧ ବେ ତୋର? ମୁଁ ରାତିରେ ବ୍ରା ପିନ୍ଧେ ନାହିଁ. ଆଉ ମୁଁ କିଛି କହିବା ପୂର୍ବରୁ ସେ ନଇଁପଡ଼ି ମୋ ଦୁଧକୁ ନିଜ ପାଟିରେ ନେଇ ଚୋଷିବା ଆରମ୍ଭ କରିଦେଲା. ଓଃ କି ସୁଖ. ମୋତେ ଲାଗୁନଥିଲା ଏମିତି କିଛି ଲାଗିବ ବୋଲି.
ସେ ମୋ ନିପଲକୁ ନିଜ ଓଠରେ ଚାପିଧରି ଚୁଚୁମିବା ବେଳେ ମୋ ଦେହ ଥରି ଉଠୁଥିଲା ଆଉ ସେ ତା ହାତରେ ମୋ ଦେହକୁ ଆଉଁସିବାକୁ ଲାଗିଥିଲା. କିଛି ସମୟ ସେ ମୋ ଦୁଧକୁ ଖାଈବା ପରେ ଉଠିଲା ଆଉ ନିଜ ଡ୍ରେସ୍ ଖୋଲିଦେଲା. ମୁଁ ତା ଦୁଧକୁ ହାତରେ ଧରି ଚିପିବା ପରେ ଧିରେ ଧିରେ ମୁହଁରେ ନେଇ ଚୁଚୁମିବା ସହ ଖାଇବା ଆରମ୍ଭ କରିଦେଲି. ସେ ଆଃ ଆଃ ବୋଲି ଧିରେ ଧିରେ କହୁଥିଲା. କିଛି ସମୟ୍ ତା ଦୁଧ ସହ ଖେଳିବା ପରେ ସେ ପୁଣୀ ଥରେ ମୋ କିସ୍ କରିବା ଆରମ୍ଭ କରିଦେଲା ଆଉ ମୋ ଦେହକୁ ଆଉଁସି ଦେଉ ଦେଉ ମୋପେଣ୍ଟି ଭିତରେ ହାତ ମାରିଦେଇ ବିଆକୁ ଛୁଇଁଲା.
ମାଇଁ ଙ୍କ ଚୋରା ପିରତି – Odia Sex Story
ସେତେବେଳକୁ ମୁଁ ପୁରା ଥରିଗଲି. ସେ ମୋ ବିଆକୁ ଆଉଁସି ଦେଉ ଦେଉ ଚାରିପାଖରେ ଥିବା କୋମଳ ବାଳ ସବୁକୁ ଆଉଁସି ଦେଉଥିଲା. ତାପରେ ସେ ମୋତେ ଶୋଇଦେଇ ମୋ ପେଣ୍ଟକୁ ତଳକୁ କରିଦେଇ ପେଣ୍ଟି ଖୋଲିଦେଲା ଆଊ ମୋ ବିଆକୁ ଖାଇବାକୁ ଆରମ୍ଭ କରିଦେଲା. କିଛି ସମୟ ପୂର୍ବରୁ ତା ମୋବାଇଲରେ ଦେଖିଥିଲି, ବ୍ଲୁ ଫିଲ୍ମରେ ପୁଅଟା ସେ ଝିଅର ବିଆକୁ ଖାଉଥିଲା ଆଉ ମୁଁ ଭାବୁଥିଲି କେମିତି ଲାଗୁଥିବ ବୋଲି, ଆଜି କିନ୍ତୁ ଭଲ ଅନୁଭବ ହୋଇଗଲା.
ସେ ମୋ ବିଆକୁ ମେଲେଇ ଦେଇ ଜିଭରେ ଚାଟିବା ବେଳେ ମୋତେ ସ୍ବର୍ଗ ସୁଖ ମିଳୁଥିଲା, ମୁଁ ତା ଦୁଧକୁ ଚିପିବାରେ ବ୍ୟସ୍ତ ଥିଲି. ସେ ମୋ ବିଆକୁ ଚାଟିବା ପରେ ପୁରା ବିଆକୁ ମେଲେଇ ଦେଇ ଭିତରେ ଜିଭ ପୁଇରେଇବା କୁ ଚେଷ୍ଟା କରିଲା. ଓଃ କି ସୁଖ. ମୁଁ ତାକୁ ଠେଲିଦେଲି ଆଊ ତା ପେଣ୍ଟ୍ ଖୋଲିଦେଇ ତା ବିଆକୁ ବି ଠିକ୍ ସେମିତି ଖାଇବା ଆରମ୍ଭ କରିଦେଲି. ସେ ଅସମ୍ଭାଳ ଭାବରେ ମୋ ଦୁଧ ଦୁଇଟାକୁ ଚିପିବାଉକ୍ ଲାଗିଥିଲା.
ତା ବିଆକୁ କିଛି ସମୟ ଖାଇବା ପରେ ସେ ମୋତେ ଅଟକାଇ ଦେଇ ମୋ ଉପରେ ଶୋଇଗଲା ଆଉ ତା ବିଆ ମୋ ମୁହଁ ପାଖରେ ଥିଲା. ମୋ ବିଆକୁ ସେ ଖାଉଥିଲା ଆଊ ତା ବିଆକୁ ମୁଁ. ସେ ମୋ ବିଆକୁ ଖାଇବା ସହ ବିଆରେ ଆଙ୍ଗୁଟି ପୁରେଇ ଗେହିବା ଭଳି କରୁଥିଲା ଆଊ ମୁଁ ବି ଠିକ୍ ସେମିତି କରିଲି. କିଛି ସମୟ ପରେ ଆମେ ଦୁଇଜଣ ଖାଲି ଆଃ ଆଃ କହି ଚିଲ୍ଲେଇ ଉଠୁଥିଲୁ.
ତାପରେ ସେ ଉଠିପଡ଼ିଲା ଆଉ ମୋ ଅଣ୍ଟା ପାଖରେ ନିଜ ଅଣ୍ଟା ରଖି ଆମ ଦୁଇଜଣଙ୍କ ବିଆକୁ ଛନ୍ଦିଦେଇ ଘଷିବାକୁ ଲାଗିଲା. ଆମେ ଦୁଇଜଣ ଅଣ୍ଟା ହଲେଇ ହଲେଇ ପରସ୍ପରର ବିଆରେ ଛେଚି ହେଉଥିଲୁ. କିଛି ସମୟ ଏମିତି କରିବାପରେ ମୋ ବିଆରୁ ପାଣି ବାହାରିବା ଆରମ୍ଭ ହେଇଗଲା ଆଉ ସେ ପାଣିରେ ଆମ ଦୁଇଜଣଙ୍କ ବିଆ ଓଦା ହୋଇଗଲା. ତାପରେ ସେ ବି ଜୋର୍ କରି ବିଆ ଘଷିବାକୁ ଲାଗିଲା ଆଉ ତା ବିଆରୁ ପାଣି ବାହାରିଗଲା.
ଗୋରୀ ବିଆ ତାର ଝରଣା – Odia Sex Story
ଆମ ଦୁଇଜଣ ପୁରା ଓଦା ସିଣିସିଣିଆ ହୋଇ ରହିଗଲୁ. କିଛି ସମୟ ଖଟରେ ନିସ୍ତେଜ ହୋଇ ପଡ଼ି ରହିବା ପରେ ଉଠିଲି. ଆମେ ଦୁଇଜଣ ନାଇଟି ପିଣ୍ଢିଦେଇ କମନ୍ ଟଏଲେଟ୍ ଆଡ଼େ ଗଲୁ ଆଊ ଭଲକରି ଧୁଆଧୋଇ ହୋଇ ରୁମକୁ ଫେରି ଆସିଲୁ. ଆସିବାପରେ ମୁଁ ଦେଖିଲି ମୋ ଖଟ ଓଦା ହୋଇଯାଇଛି, ତେଣୁ ସେ ସବୁ ଚାଦର ବାଃଆର କରିଦେଇ ଦଉଡ଼ି ଉପରେ ଶୁଖେଇଦେଲି, ଆଉ ମୋନାଲିକୁ ଗାଳି ଦେଉଥିଲି ତୋ ପାଇଁ ଏ ସବୁ ହେଲା ବୋଲି, ସେ ହସିଦେଇ ମୋତେ ଭିଡ଼ିଧରି ଗେଲ କରିଦେଇ କହିଲା, ଆ ମୋ ଖଟରେ ଶୋଇଯା. ମୁଁ ମନେ ମନେ ଭାବିଲି, ପୁଣିଥରେ ଏମିତି ହେଲେ ତୋ ଖଟ ବି ଓଦା ହୋଇଯିବ.
ମୁଁ କହିଲି, ଯଦି କେବଳ ଶୋଇବୁ କହିଲେ ତୋ ଖଟରେ ଶୋଇବି. ସେ ମୋତେ ଟିକେ ଚାହିଁଲା ଆଉ କହିଲା, ନା ଚାଲ ତୋ ଖଟରେ ଶୋଇବା. କାରଣ ମୋତେ ଶୋଇବାକୁ ମନ ନାହିଁ. ଆଉ ଆମେ ପୁଣି ମୋ ଖଟରେ ଶୋଇଗଲୁ. ସେଇ ରାତିରେ ଦୁଇଥର ଆମେ ଝଡ଼ିଥିଲୁ
ମୁଁ ଜାଣିଚି ତୁମ ମନକୁ ଆମର ଏହି ବିଆ ଓଡ଼ିଆ କାହାଣୀ ଟି ଭଲ ଲାଗି ଥିବା, ଏବେ କମେନ୍ଟ ମାରି ଚାଲ, ତେବେ ଯାଇ ନୂଆ ସେକ୍ସ ଷ୍ଟୋରୀ ଆଣିବି.
Related Stories

Hi Friends, I am 24 Year old from Kolkata, I have recently completed my graduation and love to write erotic hindi, bengali story. Hope you enjoyed my story, If you want more story from me, please let me know your comment box and join my Facebook group
Nice story,
I want to add in your lesbian.
Can you add me?
Nice story, next story jaldi pathao
Very sexy owoo